ପାରସୀକ ବଚା Pārasīka bachā

  • ସଂ. ବି — ଖୋରାସାନୀ ବଚ; ଶ୍ୱେତ ବଚ; ଘୋଡ଼ା ବଚ — A species of Orris root or sweet flag; Achorus Calumus
  • ସଂ. ବି — [ଦ୍ର—ଏହା ଗୋଟିଏ ଗୁଳ୍ମର ମୂଳ; ଏହା ଦେଖିବାକୁ ଧଳା।]