ପାରଶ୍ୱ Pāraṡwa

  • ଗ୍ରା. ବି. (ସଂ. ପାର୍ଶ୍ୱ) — ପାଖ — Side
  • ଗ୍ରା. ବି. (ସଂ. ପାର୍ଶ୍ୱ) — ସେ ଯାଗ ଅଗ୍ନି ହିମାଳୟଙ୍କ ଉତ୍ତର ପାରଶ୍ୱରେ ପକାଇଦେଲେ ପରାଶର। କୃଷ୍ଣସିଂହ, ମହାଭାରତ, ଆଦି।
  • ଗ୍ରା. ବି. (ସଂ. ପାର୍ଶ୍ୱ) — ପାରଶ 3 (ଦେଖ) — ପାରଶ3(ଦେଖ)—. Pāraṡa 3. (See)