ପାରସୀକ ଯମାନୀ Pārasīka j̄amānī

  • ସଂ. ବି — ପାରସ୍ୟ ଦେଶୀୟ ଯୁଆଣୀ; ଖୋରାସାନୀ ଯୁଆଣୀ (ବିଷ) — Henbane; seeds of Hysocyamus Niger
  • ସଂ. ବି — [ଦ୍ର—ବୈଦ୍ୟକ ମତରେ ଏହା କଟୁ, ରୁକ୍ଷ, ପାଚକ, ମଳ— ସଂଗ୍ରାହକ, ଉଷ୍ଣବୀର୍ଯ୍ୟ ମାଦକ, ଗୁରୁ, ବାତକର ଓ କଫନାଶକ।]