ପାରବଣ Pārabaṅa

  • ଗ୍ରା. ବି.—(ସଂ. ପାର୍ବଣ) — ପାର୍ବଣ (ଦେଖ) — Pārbaṇa (See)
  • ଗ୍ରା. ବି.—(ସଂ. ପାର୍ବଣ) — ଗାଇଗଲେ ମଧୁ ଗାଆ ମଧୁ ପାରବଣେ—ନନ୍ଦକିଶୋର, ସୀତାବନବାସ।