ପାରଦେଶ୍ୟ Pāradeṡya
- ସଂ. ବିଣ. ପୁଂ—(ପରଦେଶ+ସ) — ପ୍ରବାସୀ — Sojourning
- ସଂ. ବିଣ. ପୁଂ—(ପରଦେଶ+ସ) — (ପାରଦେଶିକ, ପାରଦେଶ୍ୟ—ଅନ୍ୟରୂପ)
- ସଂ. ବିଣ. ପୁଂ—(ପରଦେଶ+ସ) — ପାରଦେଶ୍ୟା, ପାରଦେଶିକୀ ସ୍ତ୍ରୀ — ପାରଦେଶ୍ୟା, ପାରଦେଶିକୀସ୍ତ୍ରୀ
- ସଂ. ବିଣ. ପୁଂ—(ପରଦେଶ+ସ) — ବିଦେଶୀ — Foreign; outlandish
- ସଂ. ବି — ପ୍ରବାସୀ ବ୍ୟକ୍ତି — A sojourner
- ସଂ. ବି — ବିଦେଶୀ ବ୍ୟକ୍ତି — A foreigner
- ସଂ. ବି — ପଥିକ — A traveller. (Apte)