ପାରଦର୍ଶୀ Pāradarṡī
- ସଂ. ବିଣ. ପୁଂ—(ପାର+ଦୃଶ୍ ଧାତୁ+କର୍ତ୍ତୃ. ଇନ୍; ପାର ଦର୍ଶିନ୍; 1 ମା. 1 ବ) — ଦୂରଦର୍ଶୀ; ପରିଣାମଦର୍ଶୀ — Having foresight; foresighted; foreseeing; prudent
- ସଂ. ବିଣ. ପୁଂ—(ପାର+ଦୃଶ୍ ଧାତୁ+କର୍ତ୍ତୃ. ଇନ୍; ପାର ଦର୍ଶିନ୍; 1 ମା. 1 ବ) — ଅଭିଜ୍ଞ; ବହୁଦର୍ଶୀ — Experienced
- ସଂ. ବିଣ. ପୁଂ—(ପାର+ଦୃଶ୍ ଧାତୁ+କର୍ତ୍ତୃ. ଇନ୍; ପାର ଦର୍ଶିନ୍; 1 ମା. 1 ବ) — ସମର୍ଥ — Competent; capable
- ସଂ. ବିଣ. ପୁଂ—(ପାର+ଦୃଶ୍ ଧାତୁ+କର୍ତ୍ତୃ. ଇନ୍; ପାର ଦର୍ଶିନ୍; 1 ମା. 1 ବ) — ପାରଙ୍ଗମ; ପଟୁ — Skilful; expert; conversant with; well versed in; proficient in
- ସଂ. ବିଣ. ପୁଂ—(ପାର+ଦୃଶ୍ ଧାତୁ+କର୍ତ୍ତୃ. ଇନ୍; ପାର ଦର୍ଶିନ୍; 1 ମା. 1 ବ) — ଶାସ୍ତ୍ରରେ ବା କଳାରେ ସୁବିଜ୍ଞ — Well versed in a science or art
- ସଂ. ବିଣ. ପୁଂ—(ପାର+ଦୃଶ୍ ଧାତୁ+କର୍ତ୍ତୃ. ଇନ୍; ପାର ଦର୍ଶିନ୍; 1 ମା. 1 ବ) — ଯେ କୌଣସି ବିଷୟର ଶେଷ ସୀମାକୁ ଦେଖିଥାଏ — Having seen the end of a matter