ପାରଦର୍ଶିକ Pāradarṡika

  • ସଂ. ବିଣ—(ପାର+ଦୃଶ୍ ଧାତୁ ଣିଚ=ଦଶ ଧାତୁ+କର୍ତ୍ତୃ. ଅକ) — ଯାହା ବିପରୀତ ପାରକୁ ଦେଖାଏ — Showing the opposite bank
  • ସଂ. ବିଣ—(ପାର+ଦୃଶ୍ ଧାତୁ ଣିଚ=ଦଶ ଧାତୁ+କର୍ତ୍ତୃ. ଅକ) — ସ୍ୱଚ୍ଛ; ଯାହା ଭିତର ଦେଇ ଦେଖାଯାଇ ପାରେ — Transparent