ପାରଦାରିକ Pāradārika

  • ସଂ. ବିଣ. ପୁଂ. (ପରଦାର+ଆସକ୍ତ ଅର୍ଥରେ . ଇକ) — ପରସ୍ତ୍ରୀଗାମୀ; ପରସ୍ତ୍ରୀରତ — Adulterous
  • ସଂ. ବି — ଲମ୍ପଟ ବ୍ୟକ୍ତି — Adulterer