ପାପୋସ୍ Papos

  • ବୈଦେ. ବି. (ଫା. ପାୱପୋସ୍; ତୁଳ. ସଂ. ପାଦ ଓ ସଂ. ପ୍ରୋଞ୍ଛନ, ଓଡ଼ିଆ ପୋଛିବା) ବାହାରୁ ଘରକୁ ପଶି ଆସିବା ଲୋକର ତଳିପାରେ ଲାଗିଥିବା ଧୂଳି ଓ କାଦୁଅ ଆଦିକୁ ଛଡ଼ାଇବା ନିମନ୍ତେ ତଳିପାକୁ ଘୋଷାରି ଦେବା ପାଇଁ ଦୁଆର ମୁହଁରେ ପକାଯିବା କତା ଆଦିର ଆସ୍ତରଣ — Door mat