ପାବକ ଋଷି Pābaka ṛushi
- ସଂ. ବି. (କର୍ମଧା) — ବ୍ରହ୍ମାଙ୍କ ଅଙ୍ଗରୁ ଜାତ ସତେଇଶ ଜଣ ଋଷି — A generic term for 27 sages said to have sprung up from the body of Brahmā
- ସଂ. ବି. (କର୍ମଧା) — [ଦ୍ର—ମହାଭାରତ ବନପର୍ବରେ ଲେଖାଅଛି କି, ବ୍ରହ୍ମାଙ୍କ ଅଙ୍ଗରୁ 27 ଜଣ ପାବକ ଋଷି ଜାତ ହୋଇଥିଲେ। କ୍ରିୟାଭେଦରେ ଅଗ୍ନିଙ୍କର ଏହିସବୁ ଭିନ୍ନ ଭିନ୍ନ ନାମ ମଧ୍ୟ ଅଛି। ଅଙ୍ଗିରା, ଦକ୍ଷିଣ, ଗାର୍ହପତ୍ୟ, ଆହବନୀୟ, ନିର୍ମନ୍ଥ୍ୟ, ବିଦ୍ୟୁତ, ଶୂର ସମ୍ବର୍ତ୍ତ, ଲୌକିକ, ଜାଠର, ବିଷଗ, କ୍ରବ୍ୟ, କ୍ଷେମବାନ୍, ବୈଷ୍ଣବ, ଦସ୍ୟୁମାନ୍, ବଳଦ, ଶାନ୍ତ, ପୁଷ୍ଟ, ବିଭାବସୁ, ଜୋତିଷ୍ମାନ୍, ଭରତ, ଭଦ୍ର, ସ୍ୱିଷ୍ଟକୃତ୍, ବସୁମାନ୍, କ୍ରତୁ, ସୋମ ଏବଂ ପିତୃମାନ୍। ହି. ଶ.] — [ଦ୍ର—ମହାଭାରତ ବନପର୍ବରେ ଲେଖାଅଛି କି, ବ୍ରହ୍ମାଙ୍କ ଅଙ୍ଗରୁ27ଜଣ ପାବକ ଋଷି ଜାତ ହୋଇଥିଲେ କ୍ରିୟାଭେଦରେ ଅଗ୍ନିଙ୍କର ଏହିସବୁ ଭିନ୍ନ ଭିନ୍ନ ନାମ ମଧ୍ୟ ଅଛି ଅଙ୍ଗିରା, ଦକ୍ଷିଣ, ଗାର୍ହପତ୍ୟ, ଆହବନୀୟ, ନିର୍ମନ୍ଥ୍ୟ, ବିଦ୍ୟୁତ, ଶୂର ସମ୍ବର୍ତ୍ତ, ଲୌକିକ, ଜାଠର, ବିଷଗ, କ୍ରବ୍ୟ, କ୍ଷେମବାନ୍, ବୈଷ୍ଣବ, ଦସ୍ୟୁମାନ୍, ବଳଦ, ଶାନ୍ତ, ପୁଷ୍ଟ, ବିଭାବସୁ, ଜୋତିଷ୍ମାନ୍, ଭରତ, ଭଦ୍ର, ସ୍ୱିଷ୍ଟକୃତ୍, ବସୁମାନ୍, କ୍ରତୁ, ସୋମ ଏବଂ ପିତୃମାନ୍ ହି. ଶ.]