ପାପ୍ମା Pāpmā

  • ସଂ. ବି. (ପା ଧାତୁ+ ଅପାଦାନେ ମନ୍; 1 ମା. 1 ବ.) — ପାପ — Sin; vice
  • ସଂ. ବି. (ପା ଧାତୁ+ ଅପାଦାନେ ମନ୍; 1 ମା. 1 ବ.) — ଅପରାଧ — Guilt
  • ସଂ. ବି. (ପା ଧାତୁ+ ଅପାଦାନେ ମନ୍; 1 ମା. 1 ବ.) — ଖଳତା; ଦୁଷ୍ଟତା — Wickedness
  • ସଂ. ବି. (ପା ଧାତୁ+ ଅପାଦାନେ ମନ୍; 1 ମା. 1 ବ.) — ମନ୍ଦ ଅବସ୍ଥା; ମନ୍ଦ ଦଶା — Bad fortune or state (Apte)
  • ସଂ ବିଣ — ପାପମୟ — Sinful
  • ସଂ ବିଣ — ପାପୀ — Sinning
  • ସଂ ବିଣ — ଅନିଷ୍ଟକର — Injurious; hurtful. (Apte)