ପାପୀଷ୍ଠୀ Pāpishṭhī

  • ଦେ. ବିଣ. ସ୍ତ୍ରୀ—(ସଂ. ପାପୀଷ୍ଠା) — ପାପକାରିଣୀ ସ୍ତ୍ରୀ — Sinful woman
  • ଦେ. ବିଣ. ସ୍ତ୍ରୀ—(ସଂ. ପାପୀଷ୍ଠା) — ପାପିଷ୍ଠୀ ଏହୁ କୃତଦ୍ୟୁତି, ଧିକ ଏହାର ଏ ସନ୍ତତି। ଜଗନ୍ନାଥ. ଭାଗବତ।