ପାଦଚାର Pādachāra
- ସଂ. ବି. (ପାଦ+ଚର ଧାତୁ+ଭାବ. ଅ) — ଚାଲିବା; ଚାଲବୁଲ — Walking
- ସଂ. ବି. (ପାଦ+ଚର ଧାତୁ+ଭାବ. ଅ) — ନିଶାନ୍ତ ଅନ୍ଧାରେ ମୃଦୁ ପାଦଚାରେ ଫେରିଗଲେ ହଂସପୁରେ—ରାଧାନାଥ, ପାର୍ବତୀ।
- ସଂ. ବି. (ପାଦ+ଚର ଧାତୁ+ଭାବ. ଅ) — (ଜ୍ୟୋତିଷ) ଗ୍ରହମାନଙ୍କର ଆହ୍ନିକ ଭୋଗ ବା ଗତି — (astronomy) The diurnal motion of planets