ପାଦତ୍ରାଣ Pādatrāṇa
- ସଂ. ବି. (ବହୁବ୍ରୀହି; ପାଦରତ୍ରାଣ=ରକ୍ଷା ହୁଏ ଯାହାଦ୍ୱାରା) — ପାଦୁକା; ଜୋତା — Shoes; boots
- ସଂ. ବି. (ବହୁବ୍ରୀହି; ପାଦରତ୍ରାଣ=ରକ୍ଷା ହୁଏ ଯାହାଦ୍ୱାରା) — ଖଡ଼ମ; କଠଉ — Sandals
- ସଂ. ବି. (ବହୁବ୍ରୀହି; ପାଦରତ୍ରାଣ=ରକ୍ଷା ହୁଏ ଯାହାଦ୍ୱାରା) — ମୋଜା — Stockings
- ସଂ. ବି. (ବହୁବ୍ରୀହି; ପାଦରତ୍ରାଣ=ରକ୍ଷା ହୁଏ ଯାହାଦ୍ୱାରା) — ଗୋଡ଼ରେ ଭିଡ଼ା ହେବା ପଟୀ — Leggings