ପାଦତଳେ ପଡ଼ିବା Pādataḻe paṟḍ̠ibā

  • ଦେ. କ୍ରି — ସମ୍ମାନ ଦେଖାଇବା; ନମସ୍କାର କରିବା ବା କ୍ଷମା ମାଗିବା ପାଇଁ କୌଣସି ବ୍ୟକ୍ତିର ଗୋଡ଼ତଳେ ଲମ୍ବ ହୋଇ ପଡ଼ିବା — To lay down one's self at a person's feet in reverence, salutation or for soliciting pardon