ପାଦ ସେବା Pāda sebā

  • ଦେ. ବି. ( 6 ଷ୍ଠୀ ତତ୍; ପାଦ+ସେବା) — ଗୋଡ଼ଘଷା; କରତଳଦ୍ୱାରା କୌଣସି ବ୍ୟକ୍ତିର ଗୋଡ଼କୁ ଘଷିବା ବା ମୋଡ଼ିବା — Rubbing of the legs; massage of the legs
  • ଦେ. ବି. ( 6 ଷ୍ଠୀ ତତ୍; ପାଦ+ସେବା) — ଶାଶୁଙ୍କୁ ମୁହିଁ ନିତି ପରଷିଣ ଭାତ ପାଦସେବା କରଇଁ ହୋଇଣ ସଂଯତ। କୃଷ୍ଣସିଂହ. ମହାଭାରତ, ବନ।