ପାଦଗତ Pādagata

  • ସଂ. ବିଣ—( 2 ୟା ତତ୍; ପାଦକୁ ଗତ ବା ପ୍ରାପ୍ତ) — ପଦାଶ୍ରିତ; ପାଦତଳେ ପଡ଼ିଥିବା (ବ୍ୟକ୍ତି) — (a person) Falling prostrate at the feet of another
  • ସଂ. ବିଣ—( 2 ୟା ତତ୍; ପାଦକୁ ଗତ ବା ପ୍ରାପ୍ତ) — ସେ ମାୟାଧର ପାଦଗତ ନମଇ ଦାସ ଜଗନ୍ନାଥ। ଜଗନ୍ନାଥ, ଭାଗବତ।