ପାଦ ଦେଶ Pāda deṡa

  • ସଂ. ବି — ପଦ; ଚରଣ — Leg; foot
  • ସଂ. ବି — (ପର୍ବତ ବା ବୃକ୍ଷର) ତଳ ଦେଶ — The foot (of a tree or mountain)
  • ସଂ. ବି — ନିମ୍ନାଂଶ — Lower part