ପାଦ ଗ୍ରହଣ Pāda grahaṇa

  • ସଂ. ବି. ( 6 ଷ୍ଠୀ. ତତ୍) — ମାନ୍ୟାର୍ଥ ବା ପ୍ରାର୍ଥନା ବା କ୍ଷମା ଭିକ୍ଷା କରିବା ପାଇଁ ଗୋଡ଼ ଧରି ପ୍ରଣାମ କରିବା — Clasping or embracing the feet of any person in token of respect or submission or for asking pardon