ପାଦ ଛୁଇଁବା Pāda chhuiñbā

  • ଦେ. କ୍ରି. — ପାଦରେ ହାତ ଦେଇ ହଲପ କରିବା — To take an oath by touching one's feet
  • ଦେ. କ୍ରି. — ଏ ବିନା ଆନ ଥିବ ଯେବେ ମୋ ମାନସ ଛୁଉଁଛି କି ନାଶ ଯିବ ତୁମ୍ଭ ପାଦ ଦେଶ—କୃଷ୍ଣସିଂହ, ମହାଭାରତ, ବନ।