ପାଦ ପଡ଼ିବା Pāda paṟḍ̠ibā

  • ଦେ. ବି — ଗମନ କରିବା — Going to or coming to a place
  • ଦେ. ବି — ସେ ସ୍ଥାନରେ ଯାହାର ପଡ଼ିଅଛି ପାଦ କେବେ ତାହାକୁ ଘଟି ନ ପାରେ ବିପଦ। କୃଷ୍ଣସିଂହ. ମହାଭାରତ ବନ।
  • ଦେ. ବି — କୌଣସି ସ୍ଥାନରେ କୌଣସି ବ୍ୟକ୍ତିର ଉପସ୍ଥିତି — The presence of a person at a place
  • ଦେ. ବି — ପଦ୍ୟରେ ଦୁଇ ଧାଡ଼ିର ଯତିପାତର ସାମଞ୍ଜସ୍ୟ ହେବା — Rhyming of lines in poetry