ପାଦ ଗ୍ରହଣୀ Pāda grahaṇī
- ସଂ. ବି. (ପାଦ+ଗ୍ରହଣ+ଇନ୍; ଯାହା ଆରୋହୀର ପାଦକୁ ଗ୍ରହଣ କରେ) — ଘୋଡ଼ାର ଜିନର ଦୁଇ ପାଖରେ ଝୁଲୁଥିବା ରେକାବୀ — Stirrups
- ସଂ. ବି. (ପାଦ+ଗ୍ରହଣ+ଇନ୍; ଯାହା ଆରୋହୀର ପାଦକୁ ଗ୍ରହଣ କରେ) — ପାଦ ଗ୍ରହଣୀରେ ଉଠି ଯୁବାମଣି ଡେଇଁ ପ୍ରଣମିଲେ ସନ୍ନ୍ୟାସୀ ପଦେ। ନୀଳକଣ୍ଠ, ମାୟାଦେବୀ।