ପାଖିଆ Pākhiā

  • ଦେ. ବିଣ. — ପାର୍ଶ୍ୱସ୍ଥ — Situated on the side; lateral
  • ଦେ. ବିଣ. — [ଦ୍ର—ଅନ୍ୟ ଶବ୍ଦ ସଙ୍ଗେ ବ୍ୟବହୃତ; ଯଥା—ବାଆଁ ପାଖିଆ; ଦୁଇ ପାଖିଆ, ଏକ ପାଖିଆ।]