ପାଖି ପଟା Pākhi paṭā

  • ଦେ. ବି.—(ସଂ. ପାର୍ଶ୍ୱ+ପଟ) — କାଠମୁଣ୍ଡି କରତଦ୍ୱାରା ଚିରା ହୋଇ ଯିବା ପରେ ଦୁଇ ପାଖରେ ଯେଉଁ ପଳଖା ଖଣ୍ଡମାନ ରହି ଯାଏ — The slices on both sides which remain after a log is sawed into planks