ପାଖାଲିବା Pākhālibā

  • ପ୍ରାଦେ. (ମେଦିନୀପୁର) କ୍ରି.—(ସଂ. ପ୍ରକ୍ଷାଳନ; ତୁଳ. ବଂ. ପାଖଲାନ) — ପ୍ରକ୍ଷାଳନ କରିବା; ଧୌତ କରିବା — To wash