ପାଖାଣ୍ଡି Pākhāṇḍi
- ଦେ. ବିଣ. —(ସଂ. ପାଷଣ୍ଡ= ବେଦବିରୁଦ୍ଧାଚାରୀ; ସଂ. ପାଖଣ୍ଡ 'ଷ' ସ୍ଥାନରେ ଖ ଉଚ୍ଚାରଣ; ସଂସ୍କୃତରେ ମଧ୍ୟ ପାଷଣ୍ଡ ଶବ୍ଦ ପାଖଣ୍ଡରୂପେ ଉଚ୍ଚାରିତ ହେବାର ମନିଅର ୱିଲିଆମ୍ସ୍ ଲେଖି ଅଛନ୍ତି) — ପାଷଣ୍ଡ; ଦୁଷ୍ଟ; ଦୁର୍ବୃତ୍ତ — Wicked; vile; wanton
- ଦେ. ବି. — ଦୁଷ୍ଟାମି — Wickedness; wantonness