ପାଖିବନ୍ଧା ମହଣ Pākhi bandhā mahaṇa
- ଦେ. ବି. (ସଂ. ପାର୍ଶ୍ୱବନ୍ଧନ+ଓ. ମଣ) — ସଗଡ଼ରେ ବା ହଳରେ ଲାଗି ଥିବା ମଣିଆ (ମହଣ ହୋଇଥିବା) ବଳଦଙ୍କ ପାଖରେ ଅମଣିଆ ଦାମୁଡ଼ିକୁ ଅଭ୍ୟସ୍ତ କରିବାପାଇଁ ବାନ୍ଧିକରି ବୁଲାଇ ମଣ କରିବା — Breaking of a steer in plough or cart by tying it with the yoked bullocks and causing it to walk alongside for some time