ପାଆ Pā-ā

  • ଦେ. ବି—(ସଂ. ପାଦ= ଚତୁର୍ଥାଂଶ. ପ୍ରା. ପାଆ) — ପଦ; ଚରଣ — Leg
  • ଦେ. ବି—(ସଂ. ପାଦ= ଚତୁର୍ଥାଂଶ. ପ୍ରା. ପାଆ) — ଦ୍ୱିତୀୟ ସଙ୍ଗ ଥିବାଯାଏ, ମନ ନ ପଶେ ତୋର ପାଏ— ଭୂପତି, ପ୍ରେମପଞ୍ଚାମୃତ।
  • ଦେ. ବି—(ସଂ. ପାଦ= ଚତୁର୍ଥାଂଶ. ପ୍ରା. ପାଆ) — ପାଦ — Foot
  • ଦେ. ବି—(ସଂ. ପାଦ= ଚତୁର୍ଥାଂଶ. ପ୍ରା. ପାଆ) — ପାଦତଳ — Sole of the foot
  • ଦେ. ବି—(ସଂ. ପାଦ= ଚତୁର୍ଥାଂଶ. ପ୍ରା. ପାଆ) — ଚତୁର୍ଥାଂଶ — One fourth
  • ଦେ. ବି—(ସଂ. ପାଦ= ଚତୁର୍ଥାଂଶ. ପ୍ରା. ପାଆ) — ଏକ ସେରର ଚତୁର୍ଥାଂଶ — One fourth of a Seer
  • ଦେ. ବି—(ସଂ. ପାଦ= ଚତୁର୍ଥାଂଶ. ପ୍ରା. ପାଆ) — ଏକ କ୍ରୋଶ ଦୂରତ୍ୱର ଏକ ଚତୁର୍ଥାଂଶ; ଅଧ ମାଇଲ — One fourth of a Kros; half a mile
  • ଦେ. ବି—(ସଂ. ପାଦ= ଚତୁର୍ଥାଂଶ. ପ୍ରା. ପାଆ) — ଏକ ମାଣ ଜମିର ଚତୁର୍ଥାଂଶ — One fourth of an acre of land
  • ଦେ. ବି—(ସଂ. ପାଦ= ଚତୁର୍ଥାଂଶ. ପ୍ରା. ପାଆ) — ଏକ ଗୌଣିର ଚତୁର୍ଥାଂଶ — One fourth of a Gauṇi measure
  • ଦେ. ବି—(ସଂ. ପାଦ= ଚତୁର୍ଥାଂଶ. ପ୍ରା. ପାଆ) — ଏକ ଶହ ପାନର ଚତୁର୍ଥାଂଶ; 25 ଟା ପାନପତ୍ର — ଏକ ଶହ ପାନର ଚତୁର୍ଥାଂଶ;25ଟା ପାନପତ୍ର— . 25 betel leaves
  • ଦେ. ବି—(ସଂ. ପାଦ= ଚତୁର୍ଥାଂଶ. ପ୍ରା. ପାଆ) — ଏକ ପା ଓଜନର ବଟକରା — A weight of 1/4 seer
  • ଦେ. ବି—(ସଂ. ପାଦ= ଚତୁର୍ଥାଂଶ. ପ୍ରା. ପାଆ) — ଏକ ପା ମାପିବାର ପାତ୍ର — A measure of 1/4 seer