ପାଆଁ ପଡ଼ିବା Pā-āñ paṟḍ̠ibā
- ଦେ. କ୍ରି. (ସଂ. ପାଦ ଓ ପତନ) — ଗୋଡ଼ତଳେ ପଡ଼ି ଲୋଟିବା — To roll at the feet of another person in supplication
- ଦେ. କ୍ରି. (ସଂ. ପାଦ ଓ ପତନ) — ଦାନ୍ତେରିକୁଟା ହେବା; ଦନ୍ତରେ ତୃଣ ଧରି ଅନ୍ୟ ବ୍ୟକ୍ତିର ପାଦତଳେ ଲୋଟିବା — To roll at the feet of another in a supplicating manner by holding a tuft of straw between the teeth