ପାଆ ଧୁଆ Pā-ā dhuā

  • ଦେ. ବି. (ସଂ. ପାଦ ଓ ଧାବନ) — ଗୋଡ଼ ଧୋଇବା — Washing of the feet
  • ଦେ. ବି. (ସଂ. ପାଦ ଓ ଧାବନ) — ବିବାହ ବେଦିରେ ଶଳା ଭଗ୍ନୀ ପତିର ଗୋଡ଼ ଧୋଇ ଦେବା ରୂପ ଆଚାର — The ceremony of the bird's brother washing the feet of the bridegroom on the marriage altar