ପାଆ ପଦ୍ମ Pā-ā padma
- ଦେ. ବି. (ସଂ. ପାଦ ଓ ପଦ୍ମ) — ଗୋଡ଼ର ପାପୁଲିରେ ପିନ୍ଧା— ଯିବା ଏକପ୍ରକାର ପଦ୍ମାକୃତି ଅଳଙ୍କାର — A kind of ornament for the back of the feet
- ଦେ. ବି. (ସଂ. ପାଦ ଓ ପଦ୍ମ) — [ଦ୍ର—ଏଥିର ଗୋଟିଏ ପାଖ ବଳାଗଣ୍ଠିରେ ଗଇଣ୍ଠା ଯାଏ, ଅନ୍ୟ ପାଖ ଗୋଡ଼ ଆଙ୍ଗୁଠିମାନଙ୍କରେ ଥିବା ମୁଦିମାନଙ୍କ ସଙ୍ଗେ ଅଟକା ଯାଏ।]