ପା—ଘଣ୍ଟା Pā-ghaṇṭā

  • ଦେ. ବି. (ପା=ଏକଚତୁର୍ଥାଂଶ+ଘଣ୍ଟା) — ପନ୍ଦରମିନିଟ୍ — 15 minutes; a quarter of an hour
  • ଦେ. ବି. (ପା=ଏକଚତୁର୍ଥାଂଶ+ଘଣ୍ଟା) — ପା—ଘଣ୍ଟା ବାଦେ ବାବୁ ମାଝିକୁ ଆଉ ଥରେ ଅନାଇ କହିଲେ। ଫକୀରମୋହନ, ଗଳ୍ପସ୍ୱଳ୍ପ।