ପଲେ Pale

  • ଦେ. ବିଣ — ଏକ ପଲ ବା ଏକ ଦଳ (ଗାଈ ଆଦି) — One herd of
  • ଦେ. ବିଣ — ବହୁ ସଂଖ୍ୟକ — A large number of; a crowd of
  • ଦେ. ବିଣ — (ଯଥା—ତା ଘରେ ପଲେ ଛୁଆ।)
  • ବି ଓ ଅ. — ଏକ ଦଳ ମାତ୍ର — One herd only