ପଲ୍ୟୟନ Palyayana

  • ସଂ. ବି—(ପରି+ଅୟ୍ ଧାତୁ=ଯିବା, ବସିବା+ଅଧିକରଣେ; ଅନ; ଯାହା ଉପରେ ବସିବାକୁ ହୁଏ) — ପଲାଣ; ଥୋଡ଼ି — Pack-saddle
  • ସଂ. ବି—(ପରି+ଅୟ୍ ଧାତୁ=ଯିବା, ବସିବା+ଅଧିକରଣେ; ଅନ; ଯାହା ଉପରେ ବସିବାକୁ ହୁଏ) — ଘୋଡ଼ାର ଜିନ୍ — Saddle of a horse
  • ସଂ. ବି—(ପରି+ଅୟ୍ ଧାତୁ=ଯିବା, ବସିବା+ଅଧିକରଣେ; ଅନ; ଯାହା ଉପରେ ବସିବାକୁ ହୁଏ) — ଘୋଡ଼ାର ଲଗାମ — Rein; bridle. (Apte)