ପଲ୍ଲ Palla

  • ସଂ. ବି. (ପଳ୍ ଧାତୁ+ଅ) — ଶସ୍ୟ ସଂରକ୍ଷଣ ସ୍ଥାନ; ଅମାର — Granary
  • ସଂ. ବି. (ପଳ୍ ଧାତୁ+ଅ) — ଓଳିଆ — A packet made of straw and wound with straw ropes for storing corn
  • ଦେ. ବି — ପଲ (ଦେଖ) — Pala. (See)