ପଲ୍ଲବଗ୍ରାହୀ Pallabagrāhī
- ସଂ. ବିଣ. ପୁଂ. (ପଲ୍ଲବ+ଗ୍ରହ୍ ଧାତୁ+ କର୍ତ୍ତୃ ଇନ୍; 1 ମା. 1 ବ.) — ସବ୍ଜାନ୍ତା; ସ୍ୱୟଂକଥିତ ସର୍ବଜ୍ଞ; ଯାହାର କୌଣସି ବିଷୟରେ ପ୍ରଗାଢ଼ ଜ୍ଞାନ ନ ଥାଏ — Having no mastery on all subjects; superficial; shallow (person); jack of all trades but master of none
- ସଂ. ବିଣ. ପୁଂ. (ପଲ୍ଲବ+ଗ୍ରହ୍ ଧାତୁ+ କର୍ତ୍ତୃ ଇନ୍; 1 ମା. 1 ବ.) — [ଦ୍ର—ଏପରି ଲୋକର ସବୁଗଛର ଅଗ ପତ୍ର ଛିଣ୍ଡାଇବା ଲୋକ ସଙ୍ଗେ ତୁଳନା ହୁଏ।]
- ସଂ. ବିଣ. ପୁଂ. (ପଲ୍ଲବ+ଗ୍ରହ୍ ଧାତୁ+ କର୍ତ୍ତୃ ଇନ୍; 1 ମା. 1 ବ.) — ନୂଆପତ୍ର କଅଁଳୁଥିବା (ବୃକ୍ଷ ବା ଲତା) — 2. Putting forth sprouts
- ସଂ. ବିଣ. ପୁଂ. (ପଲ୍ଲବ+ଗ୍ରହ୍ ଧାତୁ+ କର୍ତ୍ତୃ ଇନ୍; 1 ମା. 1 ବ.) — ଯେ ବେଦରକାରୀ ବା ଛୋଟ ବିଷୟ ଚର୍ଚ୍ଚା କରେ — Dealing with trifles