ପଲ୍ଲବଗ୍ରାହିତା Pallabagrāhitā

  • ସଂ. ବି. (ପଲ୍ଲବଗ୍ରାହିନ୍+ଭାବ. ତା; ତ୍ୱ) — ସବୁ ବିଷୟରେ ଉପରଠାଉରିଆ ଜ୍ଞାନ — Literary shallowness; superficial knowledge in all matters; the state of being a jack of all trades
  • ସଂ. ବି. (ପଲ୍ଲବଗ୍ରାହିନ୍+ଭାବ. ତା; ତ୍ୱ) — ବେଦରକାରୀ ବା ଛୋଟ କଥାର ଚର୍ଚ୍ଚା — Dealing with trifles. (Apte)