ପଲୀ କର Palī kara

  • ଦେ. ବି — ଶଅରମାନେ ଜଙ୍ଗଲରୁ କାଠପତ୍ର ଗୋଟାଇ ଆଣି ତାହା ସିଲାଇ କରି ଖଲିପତ୍ର ବିକ୍ରି କରିବା ନିମନ୍ତେ ରାଜାଙ୍କୁ ଯେଉଁ ଟିକସ ଦିଅନ୍ତି — A tax paid to a Raja for bringing Sal leaves to be sewn into big feeding plates