ପଲିଶି Paliṡi

  • ବୈଦେ. ବି. (ଇଂ) — ଜୀବନ ବିମା କରିବାର ନିଦର୍ଶନ ଦଲୀଲ — Life Insurance Policy
  • ବୈଦେ. ବି. (ଇଂ) — ନୀତି; କାର୍ଯ୍ୟ ସାଧନର ରୀତି — Policy
  • ବୈଦେ. ବି. (ଇଂ) — କୂଟ ନୀତି; ଚାଲ୍ବାଜୀ — Crooked policy; machiavellianism