ପଲୀ Palī
- ଦେ. ବି. (ସଂ. ପଲ୍ଲୀ) — କ୍ଷୁଦ୍ର କ୍ଷୁଦ୍ର କୁଡ଼ିଆବିଶିଷ୍ଟ ଗ୍ରାମ — A hamlet of huts
- ଦେ. ବି. (ସଂ. ପଲ୍ଲୀ) — (ଯଥା—ଶଉରା ପଲି।)
- ଦେ. ବି. (ସଂ. ପଲ୍ଲୀ) — ଦଶ ଲକ୍ଷ ଗାଈଙ୍କର ସମଷ୍ଟି — A collection of one million cows
- ଦେ. ବି. (ସଂ. ପଲ୍ଲୀ) — ସହସ୍ରେକ ଗାଈ ହେଲେ ଗୋଗୋଷ୍ଠେକ ବୋଲି ସହସ୍ରେ ଗୋଷ୍ଠୀ ହୋଇଲେ ହୁଏ ଏକ ପଲି। ସାରଳା, ମହାଭାରତ ଆଦ୍ୟ।