ପଲା Palā
- ଦେ .ବି. (ସଂ. ପର୍ଣ୍ଣଶାଳା; ସଂ. ପଲ୍ଲୀ; ତୁଳ, ତେ. ପଲା) — ପତ୍ର କୁଡ଼ିଆ; ପର୍ଣ୍ଣଶାଳା — A hut made of leaves
- ଦେ .ବି. (ସଂ. ପର୍ଣ୍ଣଶାଳା; ସଂ. ପଲ୍ଲୀ; ତୁଳ, ତେ. ପଲା) — ସେହି ବ୍ୟକ୍ତି..................ଅନ୍ଧାର ପଲାରୁ ବାହାରି ଆସିଲେ। ରାଧାନାଥ. ବିବେକୀ।
- ଦେ .ବି. (ସଂ. ପର୍ଣ୍ଣଶାଳା; ସଂ. ପଲ୍ଲୀ; ତୁଳ, ତେ. ପଲା) — ଛୋଟ କୁଡ଼ିଆ — A tiny hut
- ଦେ .ବି. (ସଂ. ପର୍ଣ୍ଣଶାଳା; ସଂ. ପଲ୍ଲୀ; ତୁଳ, ତେ. ପଲା) — ଛୋଟ ଘର; କୁଡ଼ିଆ — Cottage
- ଦେ .ବି. (ସଂ. ପର୍ଣ୍ଣଶାଳା; ସଂ. ପଲ୍ଲୀ; ତୁଳ, ତେ. ପଲା) — (ସଂ. ପଳ) ତରାଜୁର ଦୁଇ ପାଖରେ ଥିବା ପାତ୍ର — The scale pans of a balance
- ପ୍ରାଦେ. (ସମ୍ବଲପୁର) ବି—ତୁଷାର; କାକର — Dew
- ପ୍ରାଦେ. (ଗଞ୍ଜାମ)—ତଳି; ଚାରାଗଛ — Seedling
- ପ୍ରାଦେ. (ଯଥା—ଧାନପଲା=ଧାନତଳି)
- ପ୍ରାଦେ. (ଗଡ଼ଜାତ)—ବାଘ ଆଦି ହିଂସ୍ର ଜନ୍ତୁଙ୍କୁ ଶିକାର କରିବାକୁ ଶିକାରୀ ଜଗି ରହିବା ପାଇଁ ଭୂମିରେ ଖୋଳାଯାଇ ଡାଳ ପତ୍ର ଆଦିରେ ମୁହଁ ଘୋଡ଼ା ଯାଇଥିବା ଗାତ — A pit dug in the ground and covered over with twigs and leaves under which a hunter lies in ambush
- ପ୍ରାଦେ. (ସିଂହଭୂମ) ବିଣ—କ। ପୋଲା; ପମ୍ପା — 1. Hollow
- ପ୍ରାଦେ. ମାଗଣା; ମୋଫତ୍ — Got gratis