ପଲାଉଣି Palāuṇi

  • ଦେ. ବି. (ସଂ. ପଳାୟନ) — ଦ୍ରୁତ ଗତିରେ କୌଣସି ସ୍ଥାନ ତ୍ୟାଗ କରି ଚାଲିଯିବା — Fleeing away; swift motion
  • ଦେ. ବି. (ସଂ. ପଳାୟନ) — ସେ ସରସ ପଲାଉଣି ବେଳ କଳା କଳାପ କିଙ୍କିଣୀ ରବ। କବିସୂର୍ଯ୍ୟ, ସଙ୍ଗୀତ।