ପଲାଣିବା Palāṇibā
- ଦେ. କ୍ରି (ସଂ. ପର୍ଯ୍ୟାଣ) — ଥୋଡ଼ି ବଳଦ ଉପରେ ପଲାଣ ଲଦିବା — To put the pack saddle on the back of a pack-bullock
- ଦେ. କ୍ରି (ସଂ. ପର୍ଯ୍ୟାଣ) — ଘୋଡ଼ା ପିଠିରେ ଜିନ୍ ଓ ହାତୀ ପିଠିରେ ଗଦି ଭିଡ଼ିବା — To put the saddle on a horse or the pack- saddle on an elephant
- ଦେ. କ୍ରି (ସଂ. ପର୍ଯ୍ୟାଣ) — ସେନାଙ୍କୁ ସୁସଜ୍ଜିତ କରିବା — To array the soldiers for battle