ପଲାଶିବା Palāṡibā

  • ଦେ. କ୍ରି. (ସଂ. ପଳାୟନ) — (ହାତୀ) ବେଗରେ ଗମନ କରିବା — To walk swiftly (said of an elephant)
  • ଦେ. କ୍ରି. (ସଂ. ପଳାୟନ) — ପଲାଶିଲା ବେଳେ ପାହୁଣ୍ଡକେ କୋଶେ ଚାଲୁଥାଇ ତରତର। ଶିଶୁଗୀତ, ଝୁଲହାତି।