ପଲାଇ Palāi
- ଦେ. ବି—(ସଂ. ଗୋ—ପାଳକ) — ଗଉଡ଼ମାନଙ୍କର ଜାତିର ପ୍ରଧାନ ବ୍ୟକ୍ତି — 1. The headman of cowherds
- ଦେ. ବି—(ସଂ. ଗୋ—ପାଳକ) — ଗଉଡ଼ମାନଙ୍କର ବଂଶଗତ ଉପାଧିବିଶେଷ — A family-title of cowherds
- ଦେ. ବି—(ସଂ. ଗୋ—ପାଳକ) — ପୋଲେଇ; ରାଜାଙ୍କର ଭୃତ୍ୟବିଶେଷଙ୍କ ଉପାଧି — Title of a class of servants of a Raja