ପଲସ୍ତୀ Palastī

  • ବୈଦେ. ପ୍ରାଦେ (ଗଞ୍ଜାମ) ବି. (ଇଂ. ପ୍ଳାଷ୍ଟର; ତେ. ପାଲାସ୍ତୀ — ଡାକ୍ତରମାନଙ୍କ ବ୍ୟବହୃତ ପୋଲ୍ଟିସ୍ — Plaster; poultice
  • ବୈଦେ. ପ୍ରାଦେ (ଗଞ୍ଜାମ) ବି. (ଇଂ. ପ୍ଳାଷ୍ଟର; ତେ. ପାଲାସ୍ତୀ — ମଲମ — Ointment; liniment