ପଲଳ Palaḻa
- ସଂ. ବି. (ପଳ୍ ଧାତୁ+ସଂଜ୍ଞାର୍ଥେ. ଅଳ) — ମାଂସ — Flesh; meat
- ସଂ. ବି. (ପଳ୍ ଧାତୁ+ସଂଜ୍ଞାର୍ଥେ. ଅଳ) — ପଙ୍କ — Mud; mire
- ସଂ. ବି. (ପଳ୍ ଧାତୁ+ସଂଜ୍ଞାର୍ଥେ. ଅଳ) — ନଦୀ ପ୍ରଭୃତିର ପଟୁ — Alluvial deposit
- ସଂ. ବି. (ପଳ୍ ଧାତୁ+ସଂଜ୍ଞାର୍ଥେ. ଅଳ) — ତିଳ ଓ ଚିନିଦ୍ୱାରା ପ୍ରସ୍ତୁତ ମିଷ୍ଟାନ୍ନବିଶେଷ; ଖଜା — A kind of sweetmeat
- ସଂ. ବି. (ପଳ୍ ଧାତୁ+ସଂଜ୍ଞାର୍ଥେ. ଅଳ) — (ପଳ=ମାଂସ+ଲା ଧାତୁ, ଗ୍ରହଣ କରିବା+ଅ) ରାକ୍ଷସ — A demon