ପରିହୀନ Parihīna
- ସଂ. ବିଣ. (ପରି+ହା ଧାତୁ+କର୍ମ. ତ) — କ୍ଷୀଣ — Weak
- ସଂ. ବିଣ. (ପରି+ହା ଧାତୁ+କର୍ମ. ତ) — କ୍ଷୟପ୍ରାପ୍ତ — Wasted; waned
- ସଂ. ବିଣ. (ପରି+ହା ଧାତୁ+କର୍ମ. ତ) — ସମ୍ୟକ୍ ବଞ୍ଚିତ — Defrauded; deprived of; deceived
- ସଂ. ବିଣ. (ପରି+ହା ଧାତୁ+କର୍ମ. ତ) — ପରିବର୍ଜିତ; ତ୍ୟକ୍ତ — Abandoned