ପରିହିତ Parihita
- ସଂ. ବିଣ. (ପରି+ଧା ଧାତୁ=ଧାରଣ କରିବା+କର୍ମ. ତ) — ପିନ୍ଧା ହୋଇଥିବା; ପିନନ୍ଧ — Clothed; worn; clad; put on; donned
- ସଂ. ବିଣ. (ପରି+ଧା ଧାତୁ=ଧାରଣ କରିବା+କର୍ମ. ତ) — ଆଚ୍ଛାଦିତ — Covered over
- ପ୍ରାଦେ. (ଗଡ଼ଜାତ) ବିଣ. (କଚିରିଆ ଭାଷା) — ସନ୍ନିକଟ; ସନ୍ନିହିତ — Very close