ପରିହାସ୍ୟ Parihāsya

  • ସଂ. ବିଣ. (ପରି+ହସ୍ ଧାତୁ+କର୍ମ. ଯ) — ଥଟ୍ଟା ତାମସାର ଯୋଗ୍ୟ; ପରିହସନୀୟ — Rediculous; laughable
  • ଗ୍ରା. ବି. (ସଂ. ପରିହାସ) — ପରିହାସ (ଦେଖ) — Parihāsa (See)